Jump to content

ବାତ ସହ

ଉଇକିଅଭିଧାନ‌ରୁ

ବାତ ସହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବାତ+ସହ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେ ବା ଯାହା ବାୟୁର ବୋଗ ସମ୍ଭାଳି ପାରେ — ୧. Capable of withstanding the force of wind.
୨. ବାତ ରୋଗୀ —୨. Suffering from 'Bāta' disease; gouty.