ବାଦନା
ଦେଖଣା
ବାଦନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବାଦ୍ ଧାତୁ ଣିଚ୍+ଭାବ. ଅନ+ଆ)
[ସମ୍ପାଦନା]- ୧. ବାଦ୍ୟ ବଜାଇବା —୧. Playing music.
- ୨. (+କର୍ମ ଅନ) ବାଦ୍ୟଯନ୍ତ୍ର —୨. Musical instrument.
ବାଦନା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ)—ବିଶେଷ୍ୟ -(କଚିରିଆ)
[ସମ୍ପାଦନା]କଚେରିରେ ପକ୍ଷ— ମାନଙ୍କ ଜବାବସୁଆଲ —Argument in court.