Jump to content

ବାଦବୁଦିଆ

ଉଇକିଅଭିଧାନ‌ରୁ

ବାଦବୁଦିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ଦୁଇଜଣ) ପରସ୍ପର ମଧ୍ୟରେ ବିବାଦ କରୁ— ଥିବା —୧. Antagonistic; disputing with each other.
୨. ପ୍ରତିଦ୍ୱନ୍ଦୀ — ୨. Rival; emulating one another; competing with each other.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରତିଦ୍ୱନ୍ଦିତା —Rivalry; competition; antagonism.