ବାଦଲା
ଦେଖଣା
ବାଦଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲୁଗା ଓ ଟୋପି ଆଦିରେ ସୂଟି କର୍ମରେ ବ୍ୟବହୃତ ସୁନା ବା ଲୂପାର ଖୁବ ସରୁ ତାର; ଜରି — Very fine gold or silver wire used in embroidery; lace.
ପ୍ରାଦେଶିକ - (ମେଦିନୀପୁର, ସମ୍ୱଲପୁର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ବଙ୍ଗାଳୀ - ବାଦଲ୍)
[ସମ୍ପାଦନା]ଅତି ବୃଷ୍ଟି —Excessive rainfall.
ବିଶେଷଣ -
[ସମ୍ପାଦନା]ମେଘୁଆ (ପାଗ) —Cloudy (weather).