ବାଦଲ୍
ମେଘ —Cloud.
ଲୁଗା, ଟୋପି ଆଦିରେ କାରୁକାର୍ଯ୍ୟ କରିବା ପାଇଁ ବ୍ୟବହୃତ ସୁନା ରୂପା ଆଦିର ଖୁବ ସରୁ ତାର; ଜରି —Lace.