ବାଦଲ ଫାଟିବା
ଉଠିଥିବା ମେଘ ଖଣ୍ଡ ଖଣ୍ଡ ହୋଇ ଇତସ୍ତତଃ ହୋଇଯିବା; ମେଘ ଫସର— ଫାଟବା —The scattering of a rising cloud; the sky becoming clear by the diffusion of rising clouds.