ବାଦାନୁବାଦ
ଦେଖଣା
ବାଦାନୁବାଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ; ବାଦ+ଅନୁବାଦ; ସଂସ୍କୃତ - ବାଦାନୁବାଦୌ— ଦ୍ୱିବଚନ)
[ସମ୍ପାଦନା]- ୧. ବାଦ ପ୍ରତିବାଦ; ତର୍କବିତର୍କ; ବାଗ୍ଯୁଦ୍ଧ —୧. hot discussion; wrangling; controversy.
- ୨. କୌଣସି ବିଷୟରେ ଉକ୍ତି ଓ ଉକ୍ତିର ପ୍ରତ୍ୟୁକ୍ତି — ୨. Assertion and reply.
- ୩. ମୁଦେଇର ଅଭିଯୋଗ ଓ ତଦୁତ୍ତରରେ ମୁଦାଲାର ସଫେଇ —୩. Accusation and defence un court.
- ୪. ବାଦୀର ଅରଜି ଓ ତଦୁତ୍ତରରେ ପ୍ରତିବାଦୀର ବର୍ଣ୍ଣନା — ୪. Plaint and the statment in reply.