ବାଦୀ
ଦେଖଣା
ବାଦୀ
ଉଚ୍ଚାରଣ
[ସମ୍ପାଦନା](ବାଦିନୀ—ସ୍ତ୍ରୀ)
ସଂସ୍କୃତ - ବିଣ—(ବଦ୍ ଧାତୁ+କର୍ତ୍ତୃ. ଇନ୍;୧ମା. ୧ବ)
[ସମ୍ପାଦନା]- ୧. ବକ୍ତା; ଯେ କହେ — ୧. Speaking.
[ଦ୍ରଷ୍ଟବ୍ୟ — ଏହା ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା— ସତ୍ୟବାଦୀ; ମଥ୍ୟାବାଦୀ; ସ୍ପଷ୍ଟଭାଦୀ ]
- ୨. ବିବାଦକାରୀ —୨. Disputing.
- ୩. ପ୍ରତିକୂଳ — ୩. Antagonistic.
- ୪. ଅନିଷ୍ଟକାରୀ —୪. Causing injury; injurious.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ସଙ୍ଗୀତ)—ସଙ୍ଗିତର ପ୍ରଧାନ ସ୍ୱର — ୧. Homophonia.
- ୨. ମକଦ୍ଦମାରେ ପ୍ରଥନପକ୍ଷ ବା ଫେରିୟାଦୀ; ମୁଦେଇ —୨. Plaintiff; complainant.
[ଦ୍ରଷ୍ଟବ୍ୟ —ପ୍ରଥମ ପକ୍ଷକୁ ଫଉଜଦାରି ମକଦ୍ଦମାରେ ମୁଦେଇ ଏବଂ ଦେବ୍ୟାନି ମକଦ୍ଦମାରେ ବାଦୀ ବୋଲାଯାଏ ]
- ୩. ବିପକ୍ଷ; ଅପରପକ୍ଷ; ପ୍ରତିଦ୍ୱନ୍ଦୀ —୩. Antagonist.
- ୪. ଶତ୍ରୁ —୪. Enemy.
କୃଷ୍ଣ ବିଷୟେ ଯେତେ ବାଦୀ କ୍ଷତ୍ରୀୟ ଶିଶୁପାଳ ଆଦି—ଜଗନ୍ନାଥ. ଭାଗବତ
- ୫. କୌଣସି ବିଷୟରେ ପ୍ରଥମ ପ୍ରସ୍ତାବକାରୀ —୫. Proposer.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କଳି; ବିବାଦ —Dispute; quarrel.
ଦେଶଜ - ବିଶେଷଣ -
[ସମ୍ପାଦନା]ସ୍ୱନଯୁକ୍ତ —Making a sound; sonorous.
ବାଦୀ ନାତ ବେଣୁଥାଇ ଥାଇ ପ୍ରେମଶୀଳ—ଭଞ୍ଜ. ବୈଦେହୀଶବିଳାଶ