Jump to content

ବାଦୀ ଭଗାରୀ

ଉଇକିଅଭିଧାନ‌ରୁ

ବାଦୀ ଭଗାରୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ଭିନ୍ନାର୍ଥକ ସହଚର)

[ସମ୍ପାଦନା]

ଶତ୍ରୁ — Enemy.

ଦେଶଜ - ବିଶେଷଣ -

[ସମ୍ପାଦନା]

ଶତ୍ରୁତାକାରୀ —Inimical; antagonistic.

(ଯଥା—ବର୍ଷେ ହେଲା ଗାଆଁ ବାଲା ବାଦୀ ଭଗାରୀ ହୋଇ ମୋ ସଙ୍ଗେ ଲାଗିଛନ୍ତି )