Jump to content

ବାଦୁଆ

ଉଇକିଅଭିଧାନ‌ରୁ

ବାଦୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. କଳହପ୍ରିୟ —୧. Quarrelsome.
୨. ବିବାଦ ପ୍ରିୟ —୨. Fond of dispute.
[ବାଦେ(ଦୋ)ଈ—ସ୍ତ୍ରୀ] 
୩. ଯେ ଅନ୍ୟ ବ୍ୟକ୍ତିସହ ପ୍ରତିଦ୍ୱନ୍ଦିତା କରେ; ଈର୍ଷା —Emulative; malicious.