Jump to content

ବାଦୁଡ଼ି

ଉଇକିଅଭିଧାନ‌ରୁ

ବାଦୁଡ଼ି

ଉଚ୍ଚାରଣ

[ସମ୍ପାଦନା]

ବାଜରା; ବାଜୁରୀ; ବାଦୁ଼ଡ଼, ବାଦୁଡ଼ୁ, ବାଦେଡ଼ା, ବାଦେଡ଼ି, ବାଦରାଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାତୁଳି)

[ସମ୍ପାଦନା]

ଚାମଚିକା୪ ବା ଚେମେଣିଠାରୁ ବଡ଼ ଚମଡ଼ା—ଡେଣାଯୁକ୍ତ ସ୍ତନ୍ୟପାୟୀ ଜୀବବିଶେଷ — Flying fox; large bat; Pteropus Medius.

[ଦ୍ରଷ୍ଟବ୍ୟ —ଏମାନେ ରାତିଯାକ ଉଡ଼ି ଫଳ ଖାଆନ୍ତି ଓ ଦିନଯାକ ଗଛ ଡାଳକୁ ଗୋଡ଼ର ନଖରେ ଧରି ତଳକୁ ମୁହଁକରି ଝୁଲୁଥାଆନ୍ତି ] ଏମାନଙ୍କ ଦେହରେ ଲୋମ ଅଛି ବର୍ଣ୍ଣ କୃଷ୍ଣ ବର୍ଣ୍ଣ ମୁହଂମ ବିଲୁଆ ମୁହଁ ପରି ଏହାର ନାକ କାନ ଅଛି ଏମାନଙ୍କର ମୁଣ୍ଡଠାରୁ ଶେଷପର୍ଯ୍ୟନ୍ତ ଲମ୍ୱରେ ୧ ଚାଖଣ୍ଡ ଓ ଡେଣାର ୨ ମୁଣ୍ଡର ମାପ ପ୍ରାୟ ଏକ ହାତ ହେବ ଏମାନଙ୍କ ଡେଣା ପକ୍ଷୀଙ୍କ ଡ଼େଣାପରି ପରଯୁକ୍ତ ନୁହେଁ, ତାହା ପତଳା ଚର୍ମ ଅଟେ ଏମାନେ ଛୁଆ ଜନ୍ମ କରନ୍ତି ଓ ଛୁଆମାନେ ମାତାର ସ୍ତନ୍ୟ ପାନ କରି ବଢ଼ନ୍ତି