ବାଦ୍ସା
(ବାଦ୍ସାହା, ବାଦିସା—ଅନ୍ୟରୂପ)
ବାଦ୍ଶାହା; ସମ୍ରାଟ; ରାଜା —Emperor; king; sovereign.
ବଘେଲ ବାଦିସା ନୃପକୁଞ୍ଜର କବିସୂର୍ଯ୍ୟ. କବିତାକଲ୍ଲୋଳ