Jump to content

ବାଦ୍ସାଦ୍

ଉଇକିଅଭିଧାନ‌ରୁ

ବାଦ୍ସାଦ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ସହଚର; ଫାରାସୀ - ବାଦ୍+ନିରର୍ଥକ ଦ୍ୱିତୀୟ ଶବ୍ଦ)

[ସମ୍ପାଦନା]
୧. ବିୟୋଗ —୧. Deduction; subtraction.
୨. ବହୁଲୋକ ବା ବସ୍ତୁ ମଧ୍ୟରୁ ପୃଥକ୍କରଣ — ୨. Separation from many.
୨. ଅବଶେଷ —୩. ୩. Remainder; remnant.

ବୈଦେଶିକ - ବିଶେଷଣ -

[ସମ୍ପାଦନା]
୧. ବିଯୁକ୍ତ; ଫେଡ଼ା ଯାଇଥିବା — ୧. Deducted; subtracted.
୨. ପୃଥକ୍କୃତ — ୨. Separated from many.
୩. ଅବସିଷ୍ଟ — ୩. Remaining.
୪. ବଳି ପଡ଼ିଥିବା —୪. Left over.
୫. ଯାହାକୁ ଛାଡ଼ି ଦିଆଯାଇ ଥାଏ —୫. Left out; omitted.