ବାଦ୍ସା ଭୋଗ
ଦେଖଣା
ବାଦ୍ସା ଭୋଗ
ଉଚ୍ଚାରଣ
[ସମ୍ପାଦନା](ବାଦ୍ସାହା ଭୋଗ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବାଦ୍ସା ଭୋଗ
|
ଦେଶଜ - ବିଶେଷ୍ୟ - (ଫାରାସୀ - ବାଦ୍ଶାହ+ସଂସ୍କୃତ - ଭୋଗ୍ୟ; ଅର୍ଥ= ରାଜବୋଗ୍ୟ)
[ସମ୍ପାଦନା]- ୧. ଏକପ୍ରକାର ଉତ୍କୃଷ୍ଟ ଆମ୍ୱ —୧. A species of excellent mango.
- ୨. ଏକପ୍ରକାର ସରୁ ଧାନ —୨. A species of fine rice.
- ୩. ଏକପ୍ରକାର ଉତ୍କୃଷ୍ଟ ମିଷ୍ଟାନ୍ନ —୩. A kind of excellent sweetmeat.
- ୪. ରାଜଭୋଗ — ୪. Royal enjoyment.
ଦେଶଜ - ବିଶେଷଣ -
[ସମ୍ପାଦନା]ସମ୍ରାଟ ବୋଗ୍ୟ —Fit for being enjoyed by an emperor.