Jump to content

ବାଦ୍ ଦେବା

ଉଇକିଅଭିଧାନ‌ରୁ

ବାଦ୍ ଦେବା

ଉଚ୍ଚାରଣ

[ସମ୍ପାଦନା]

[ବାଦ୍ ପକା(କେ)ଇବା; ବାଦ୍କରିବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଆରବୀ - ବାଦ୍)

[ସମ୍ପାଦନା]
୧. ଫେଡ଼ିବା — ୧. To deduct; to subtract.
୨. ନ ଗଣିବା —୨. Not to count.