Jump to content

ବାଦ୍ ପଡ଼ିବା

ଉଇକିଅଭିଧାନ‌ରୁ

ବାଦ୍ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

(ବାଦଯିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଆରବୀ - ବାଦ୍)

[ସମ୍ପାଦନା]
୧. କୌଣସି ବିଷୟରୁ ବହିର୍ଭୁତ ହେବା —୧. To be excluded from.
୨. ଫେଡ଼ାଯିବା —୨. To be subtracted from.