Jump to content

ବାଦ କରିବା

ଉଇକିଅଭିଧାନ‌ରୁ

ବାଦ କରିବା

ଉଚ୍ଚାରଣ

[ସମ୍ପାଦନା]

(ବାଦ ଲଗା[ଗେ]ଇବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କଳି କରିବା — ୧. To quarrel.
୨. ତର୍କ କରିବା; ଯୁକ୍ତି କରିବା —୨. To argue.
୩. ଆକ୍ରୋଶ କରିବା — ୩. To envy.
୪. ପ୍ରତିଦ୍ୱନ୍ଦିତା କରବା — ୪. To emulate.