Jump to content

ବାଦ ବିବାଦ

ଉଇକିଅଭିଧାନ‌ରୁ

ବାଦ ବିବାଦ

ଉଚ୍ଚାରଣ

[ସମ୍ପାଦନା]

ବାଦଯୁଦ୍ଧ, ବାଦ ପ୍ରତିବାଦ, ବାଦବିଚାର, ବାଦବିତଣ୍ଡାଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ସହଚର)

[ସମ୍ପାଦନା]
୧. ବାଦାନୁବାଦ; ଉକ୍ତି ପ୍ରତ୍ୟୁକ୍ତି — ୧. Wrangling; discussion.
୨. କଳିକଜିଆ; ଝଗଡ଼ା — ୨. Quarrelling.
୩. ବଗ୍ଯୁଦ୍ଧ —୩. Wordy fighting; controversy (Apte).