Jump to content

ବାଦ ସାଧିବା

ଉଇକିଅଭିଧାନ‌ରୁ

ବାଦ ସାଧିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବାଦ ସାଧନ)

[ସମ୍ପାଦନା]
୧. ଦାଉ ସାଧିବା; ପୂର୍ବର ଅଦଉତି ସୁଝିବା; ଅହନ୍ତା ନେବା —୧. To feed fat one's old grudge; to satisfy one's grudge.
୨. ଆକ୍ରୋଶ କରିବା; ଅହନ୍ତା ରଖିବା —୨. To envy; to act maliciously; to have a grudge.