ବାଧକିବା
ଦେଖଣା
ବାଧକିବା
ଉଚ୍ଚାରଣ
[ସମ୍ପାଦନା]ବାଧକି କରି ପଡ଼ିବା, ବାଧକି ପଡ଼ିବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବାଧକିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପ୍ରାଣନ୍ତକ ପୀଡ଼ିତ ହେବା; ରୋଗଗ୍ରସ୍ତ ହୋଇ ମୁମୁର୍ଷୁ ହେବା; କତରାଲାଗି ହେବା — ୧. To be in a dying condition on account of Protracted illness; to lie very seriously ill.
- ୨. ଅତ୍ୟନ୍ତ କ୍ଳାନ୍ତ ହେବା —୨. To be over-fatigued.