Jump to content

ବାଧା ଦେବା

ଉଇକିଅଭିଧାନ‌ରୁ

ବାଧା ଦେବା

ଉଚ୍ଚାରଣ

[ସମ୍ପାଦନା]

(ବାଧା କରିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି କାର୍ଯ୍ୟରେ ବିଘ୍ନଜାତ କରାଇବା —୧. To obstruct; to resist; to hinder; to impede.
୨. ବନ୍ଦ କରିବା —୨. To stop.
୩. ମନା କରିବା —୩. To forbid.