Jump to content

ବାଧିକ

ଉଇକିଅଭିଧାନ‌ରୁ

ବାଧିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବାଧ୍ ଧାତୁ+କର୍ମ.ତ)

[ସମ୍ପାଦନା]
୧. ଦୁଃଖିତ; ବ୍ୟଥିତ — ୧. Pained.

ଶୋକରେ ହୁଅଇ ବାଧିତ କ୍ରୋଧରେ ହୁଏ ସେ ଦୁଃଖ—ଜଗନ୍ନାଥ. ଭାଗବତ

୨. ପୀଡ଼ିତ —୨. Opperssed.
୩. ଅବାରିତ — ୩. Stopped; prevented.
୪. ଅନୁଗତ; ବଶାଭୁତ — ୪. Obedient; subservient.
୫. ବାଧ୍ୟ; କୌଣସି ବ୍ୟକ୍ତି ନିକଟରେ ଉପକାରପାଶରେ ଆବଦ୍ଧ — ୫. Obliged;
୬. ଉପକୃତ —୬. Benefited.
୭. ପ୍ରତିବଦ୍ଧ; ବ୍ୟାହତ —୭. Thwarted; obstructed.