ବାଧିବା
ଦେଖଣା
ବାଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.—(ସଂସ୍କୃତ - ବାଧ୍. ଧାତୁ)
[ସମ୍ପାଦନା]- ୧. କାଟିବା; କଷ୍ଟପ୍ରଦ ହେବା —୧. To affect painfully; to cut to the quick; to hurt one's feeling
- ୨. କ୍ଳାନ୍ତିପ୍ରଦ ହେବା —୨. To tire; to cause fatigue.
ବାଧେ ଛୁଇଁ ବିଭାବସୁ କଣ ସମସ୍ତଙ୍କ ଭଞ. ବୈଦେହୀଶବିଳାସ
- ୩. ବ୍ୟଥା ଦେବା; ପୀଡ଼ା ଦେବା —୩. To be painful; to agonise.
ତୁମ୍ଭର ପବନର ବନ୍ଧୁତା ବା ଅଛି, ନୋହିଲେ କିପା ତୁମ୍ଭଙ୍କୁ ସେ ନ ବାଧୁଛି କୃଷ୍ଣସିଂହ. ମହାଭାରତ. ଶାନ୍ତି
- ୪. ବାଧା ଦେବା —୪. To obstruct; to check.
ସୂର୍ଯ୍ୟ ଅନଳ ବୁଦ୍ଧିକି ତଥା କଳାନିଧି ବିଧିରେ ସେ ବିଧ ବାଧିବାରେ—ଭଞ. କୋଟିବ୍ରହ୍ମାଣ୍ଡସୁନ୍ଦରୀ