Jump to content

ବାଧ୍ୟ

ଉଇକିଅଭିଧାନ‌ରୁ

ବାଧ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ସଂସ୍କୃତ - ବିଶେଷଣ - (ବାଧ୍ ଧାତୁ+କର୍ମ. ଯ)

[ସମ୍ପାଦନା]
୧. ବାଧାଯୋଗ୍ୟ; ନିବାରଣଯୋଗ୍ୟ —୧. Preventible.
୨. ବଶୀ— ଭୂତ; ଅନୁଗତ —୨. Obedient; subservient.
୩. ଉପଯୁକ୍ତ; ଉପକାରଦ୍ୱାରା ଆବଦ୍ଧ —୩. Obliged.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବାଧିତ)

[ସମ୍ପାଦନା]
୧. କୌଣସି କାର୍ଯ୍ୟ୍ୟ କରିବା ନିମନ୍ତେ ଆବଦ୍ଧ —୧. Obliged to do a thing; compelled to do a thing
୨. ଚୁକ୍ତିଦ୍ୱାରା ଆବଦ୍ଧ —୨. Bound by contract or promise.