Jump to content

ବାଧ୍ୟତ୍ୱ

ଉଇକିଅଭିଧାନ‌ରୁ

ବାଧ୍ୟତ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ବାଧ୍ୟ+ଭାବ. ତା)

[ସମ୍ପାଦନା]
୧. ବଶ୍ୟତା — ୧. Subservience.


୨. ଆଦେଶାନୁଗତ —୨. Obedience.
୩. ଯବରଦସ୍ତି — ୩. compulsion.
୪. ବାରଣଯୋଗୟତା — ୪. Preventibleness
୫. ନିଷିଦ୍ଧତା —୫. The state of being forbidden.