ବାନପ୍ରସ୍ଥ
ଦେଖଣା
ବାନପ୍ରସ୍ଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ବାନ=ବନର ଏକଦଶ+ପ୍ର+ସ୍ଥା ଧାତୁ +କର୍ତ୍ତୃ.ଅ; ଯେ ବନକୁ ପ୍ରସ୍ଥାନ କରେ)
[ସମ୍ପାଦନା]- ୧. ହିନ୍ଦୁଙ୍କର ଚାରି ଆଶ୍ରମରୁ ତୃତୀୟ ଆଶ୍ରମ —୧. The ୩rd of the ୪ stages of a Hindu's life (in which he goes out to the forest to pass that period of his life.)
- ୨. ପଲାଶ ବୃକ୍ଷ —୨. Butea frondosa (tree).
ବିଶେଷଣ -
[ସମ୍ପାଦନା]ବାନରପ୍ରସ୍ଥ ଆଶ୍ରମାବଲମ୍ୱୀ —Retiring to the wilderness in the ୩rd stage of life.