Jump to content

ବାନପ୍ରସ୍ଥାଶ୍ରମ

ଉଇକିଅଭିଧାନ‌ରୁ

ବାନପ୍ରସ୍ଥାଶ୍ରମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହିନ୍ଦର ୩ୟ ଆଶ୍ରମ ରୂପ ବନବାସ — The ୩rd stage of a Hindu's life; sojourn in the words.

[ଦ୍ରଷ୍ଟବ୍ୟ —ଦ୍ୱି ଜାତି ବାଳକର ଉପନୟନଠାରୁ ୨୫: ବର୍ଷ ବୟସ ପର୍ଯ୍ୟନ୍ତ ବ୍ରହ୍ମାଚର୍ଯ୍ୟଶ୍ରମ, ତତ୍ପରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ଗାର୍ହସ୍ଥ୍ୟାଶ୍ରମ, ତତ୍ପରେ୨୫: ବର୍ଷ ବାନପ୍ରସ୍ଥାଶ୍ରମ, ତତ୍ପରେ ଜୀବନର ଶେଷକାଳ ପର୍ଯ୍ୟନ୍ତ ଭିକ୍ଷୁ ଆଶ୍ରମ; ଏହି ଚାରି ଆଶ୍ରମ, ମଧ୍ୟରୁ ବାନପ୍ରସ୍ଥାଶ୍ରମ ତୃତୀୟ ଆଶ୍ରମ ଏ ଆଶ୍ରମ ବାସୀ ନଗର ଓ ଗ୍ରାମରୁ ଦୂରରେ ଅରଣ୍ୟରେ ରହିବେ; ବନ ଫଳ ମୂଳ ଖାଇବେ; ଶଯ୍ୟା, ପଲଙ୍କ, ବାହନ, ବସ୍ତ୍ରାଦିର ବ୍ୟବହାର ତ୍ୟାଗ କରିବେ ଓ ସ୍ତ୍ରୀଙ୍କୁ ପୁତ୍ର ପାଖେ ଛାଡ଼ି ଯିବେ କିମ୍ୱା ସଙ୍ଗରେ ବନକୁ ନେବେ ଏହି ଆଶ୍ରରମରେ ରହି ଯଦି ମଲନୁଷ୍ୟ ପୂର୍ଣ୍ଣ ବୈରାଗ୍ୟ ଜାତ ହୁଏ ତେବେ ସୃନ୍ୟାସ ଅବଲମ୍ୱନାୟ—ହିନ୍ଦୀ - ଶ]