Jump to content

ବାନର ରାଜ

ଉଇକିଅଭିଧାନ‌ରୁ

ବାନର ରାଜ

ଉଚ୍ଚାରଣ

[ସମ୍ପାଦନା]

(ବାନରେନ୍ଦ୍ର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବାନର+ରାଜନ୍)

[ସମ୍ପାଦନା]
୧. କପି ଶ୍ରେଷ୍ଠ —୧. Chief amongst the monkeys.
୨. କପିରାଜ ବାଳି —୨. Bāḻi, the monkey king of Kishkindhyā.
୩. କପିରାଜ ସୁଗ୍ରୀବ —୩. Sugrība, the brother of Bāḻi, the monkey king.
୪. ହନୁମାନ୍ —୪. Hanumān.