Jump to content

ବାନସ୍ପତ୍ୟ

ଉଇକିଅଭିଧାନ‌ରୁ

ବାନସ୍ପତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବନସ୍ପତି+ବିପରୀତାର୍ଥେ. ଯ)

[ସମ୍ପାଦନା]
୧. ଯେଉଁ ବୃକ୍ଷମାନଙ୍କରେ ଫୁଲ ହୋଇ ଫଳ ହୁଏ (ଯଥା—ଆମ୍ୱ) (ଆପ୍ତେ ଓ ପ୍ରକୃତିବାଦ) — ୧. Trees the fruits of which are produced from flowers (Apte).

[ଦ୍ରଷ୍ଟବ୍ୟ —ବନସ୍ପତି ଶବ୍ଦର ଅର୍ଥ, ଯେଉଁ ବୃକ୍ଷର ଫୁଲ ଦେଖା ନ ଯାଇ ଫଳ ଦେଖାଯାଏ; କିନ୍ତୁ ବାନସ୍ପତ୍ୟର ଅର୍ଥ ଏଥିର ବିପରୀତ, ଯେଉଁ ବୃକ୍ଷର ଫୁଲ ହୋଇ ଫଳ ହୁଏ ]

୨. (ବନସ୍ପତି+ସମୂହାର୍ଥେ. ଯ) ବନସ୍ପତି ସମୂହ (ହିନ୍ଦୀ - ଶ.) — ୨. A number of trees bearing fruits without flowering.