Jump to content

ବାନା

ଉଇକିଅଭିଧାନ‌ରୁ

ବାନା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ଣ୍ଣ ଧାତୁ; କିମ୍ୱା ସଂସ୍କୃତ - ବାନ=ବୟନ)

[ସମ୍ପାଦନା]
୧. ପତାକା —୧. Flag.
୨. ଆତ୍ମରକ୍ଷା ଓ ଶତ୍ରୁକୁ ଆକ୍ରମଣ କରିବା ପାଇଁ ମଲ୍ଲଦ୍ୱାରା ବ୍ୟବହୃତ ଲାଠି —୧. A thick stick used by athletes for defence and attack.
୩. (ଲକ୍ଷଣାର୍ଥ) ପ୍ରସିଦ୍ଧ ଗୁଣ — ୨. (figurative) Known attribute.

ଖଳନାଶନ ବାଜା ମୋର ଅମୃତ କରିବଇଁ ନୀର ଜଗନ୍ନାଥ. ଭାଗବତ

୪. (ଲକ୍ଷଣାର୍ଥ) (ଅମୁକ ନିମନ୍ତେ) ପ୍ରସିଦ୍ଧି — ୨. (figurative) Celebrity for some thing.

ଦୀନ ବତ୍ସଳ ତୋର ବାନା ଭକ୍ତରେ ତୋହର କରୁଣା ଜଗନ୍ନାଥ. ଭାଗବତ

୫. (ଲକ୍ଷଣାର୍ଥ) ଶ୍ରେଷ୍ଠ ବ୍ୟକ୍ତି ବା ବାୟୁ — ୫. (figurative) Supreme thing or person.

ସୁନ୍ଦର ଚକ୍ରବର୍ତ୍ତନୀ ବାନା ସଂସାରରେ ସୁନ୍ଦର ତତେ ସିନା କବିସୂର୍ଯ୍ୟ. କବିତା

୬. ବାନାମ୍ୱର ନାମକ ବ୍ୟକ୍ତିର ଡାକ ନାମ — ୬. Name by which Bānāmbara is called.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବର୍ତ୍ତକ ପକ୍ଷୀ (ହିନ୍ଦୀ - ଶବ୍ଦସାଗର) — The grey quail.