ବାନା ଉଡ଼ିବା
ଦେଖଣା
ବାନା ଉଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାନା ଉଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପତାକା ପବନରେ ଫରଫର ହେବା — ୧. The flying of a flag.
ବଡ଼ ଦେଉଳରେ ଉଡ଼ୁଛି ବାନା—ଢଗ
- ୨. (ଲକ୍ଷଣାର୍ଥ) ଯଶସ୍ୱୀ ହେବା — ୨. (figurative) Being famous.
ଧନ୍ୟ ତା ଜନ୍ମର ବାସନା, ଭକ୍ତି ଭାବରେ ଉଡ଼େ ବାବା— ଭୂପତି. ପ୍ରେମପଞ୍ଚାମୃତ