ବାନା ଧରିବା
ଦେଖଣା
ବାନା ଧରିବା
ଉଚ୍ଚାରଣ
[ସମ୍ପାଦନା](ବାନା ଟେକିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବାନା ଧରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଉଡ଼ୁଥିବା ପତାକା ଦଣ୍ଡକୁ ହାତରେ ଧରିବା —୧. To hold up a flag.
- ୨. (ଲକ୍ଷଣାର୍ଥ) କୌଣସି ମହତ୍ ବ୍ୟକ୍ତି ବା ଦେବତାଙ୍କ ଆଶ୍ରୟନେବା — To take shelter of a Deity or great man.