ବାନ୍ତି ମାଡ଼ିବା
ଦେଖଣା
ବାନ୍ତି ମାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ବାନ୍ତି ଉଠା(ଠେ)ଇବା, ବାନ୍ତି ଦେଖା(ଖେ)ଇବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବାନ୍ତି ମାଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅଇ ଉଠିବା; ବମନୋଦେଗ ହେବା — ୧. A tedency to vomit.
ଏହି ସକାଶୁଁ ମୋତେ ମାଡ଼ୁଅଛି ବାନ୍ତି କୃଷ୍ଣସିଂହ, ମହାଭାରତ, ବିରାଟ
(ଲକ୍ଷଣାର୍ଥ) ଘୃଣା ବୋଧ ହେବା —୨. (figurative) A feeling of revulsion.
ଅପୂର୍ବ କାନ୍ତି, ତତେ ଦେଖି କରି ମାଡ଼ୁଛି ବାନ୍ତି—ଢଗ