ବାନ୍ଦର
ଦେଖଣା
ବାନ୍ଦର
ଉଚ୍ଚାରଣ
[ସମ୍ପାଦନା](ବାନ୍ଦରୀ, ବାନ୍ଦେରୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାନର)
[ସମ୍ପାଦନା]- ୧. କପି; ମାକଡ଼ — ୧. Monkey.
ତୁଚ୍ଛାକୁ ଡେଉଁଛ ହୋଇ ବାନ୍ଦର ହେ ଭାଇମାନେ ! ପର ପହରଣ ପିନ୍ଧା ଭିକାରୀ ଗୀତ ଲହରୀ
- ୨. ପାତି ମାକଡ଼ —୨. Ape.
ବିଶେଷଣ -
[ସମ୍ପାଦନା]ମାକଡ଼ ମୁହଁପରି ଅସୁନ୍ଦର — Ugly, like the face of a monkey.
ସବୁ ସୁନ୍ଦର, ବୁଢ଼ାମାଙ୍କଡ଼ କହି ଯାଇଛି ମୁହଁଟା ବାନ୍ଦର ଶିଶୁଗୀତ