ବାନ୍ଦରା ପଣ
(ବାନ୍ଦରା ପଣିଆ—ଅନ୍ୟରୂପ)
ଦେହ ବା ଲୁଗା ପଟା ବା କାଗଜ ପତ୍ରରେ କଳା ବା ମଇଳା ବା ସ୍ୟାହି ଲଗାଇ ଅପରିଷ୍କୃତ କରିବା ପ୍ରକୃତି —Untidiness; slovenliness.