Jump to content

ବାନ୍ଦା

ଉଇକିଅଭିଧାନ‌ରୁ

ବାନ୍ଦା

ଉଚ୍ଚାରଣ

[ସମ୍ପାଦନା]
(ବାନ୍ଦୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବନ୍ଦା)

[ସମ୍ପାଦନା]
୧. କ୍ରୀତଦାସ; ଗୋଲାମ — ୧. Slave.
୨. ଭୃତ୍ୟ; ଚାକର — ୨. Servant.