Jump to content

ବାନ୍ଦେରା

ଉଇକିଅଭିଧାନ‌ରୁ

ବାନ୍ଦେରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବାନ୍ଦରୀ, ବନ୍ଦେରୀସ୍ତ୍ରୀ

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଅସୁନ୍ଦର (ପୁରୁଷ) — ୧. Ugly-looking (male).
୨. ଅସୁନ୍ଦରରୂପେ କାର୍ଯ୍ୟ କରିବା (ଯଥା—ଲେଖିବା) (ବ୍ୟକ୍ତି) —୨. Untidy (person).
୩. ଅସୁନ୍ଦରରୂପେ (ଯଥା—ମୋଟ ଅକ୍ଷର, ଲେଖିବା, ଲେଖାରେ ବହୁ— ସ୍ଥାନରେ କାଳି ପକାଇବା)ଲେଖା ହୋଇଥିବା — ୩. Clumsy (Writing).
୪. ଅପରିଚ୍ଛନ୍ନ (ବ୍ୟକ୍ତି) —୪. Slovenly.