ବାନ୍ଧଣି
ଦେଖଣା
ବାନ୍ଧଣି
ଉଚ୍ଚାରଣ
[ସମ୍ପାଦନା]ବାନ୍ଧିଣି, ବାନ୍ଧେଣିଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବନ୍ଧନ)
[ସମ୍ପାଦନା]- ୧. ବନ୍ଧନ — Bond; tie.
- ୨. (ସଂସ୍କୃତ - ବନ୍ଧନୀ)ବାନ୍ଧିବା ଦଉଡ଼ି —୨. A rope for tying.
- ୩. ଡଙ୍ଗାର ଆଡ଼କାଠ ବା ପରନ୍ଦ ତଳେ ଦିଆ ଯାଇଥିବା ମଝି ଖୁଣ୍ଟିକୁ ସିଧା ଓ ଲମ୍ୱ ଭାହବରେ ଠିଆ କରି ରଖିବା ପାଇଁ ବ୍ୟବହୃତ, ଘର ଖୁଣ୍ଟିରେ ଲାଗିଥିବା କହୁଣିଆଁ ପରି ତୀର୍ଯ୍ୟକ୍ ବା ତେରଛା କାଠ —A slanting or oblique piece of wood supporting the middle post of a country-boat.