Jump to content

ବାନ୍ଧବ

ଉଇକିଅଭିଧାନ‌ରୁ

ବାନ୍ଧବ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -(ବନ୍ଧୁ+ସ୍ୱାର୍ଥେ. ଅ)

[ସମ୍ପାଦନା]
୧. ସୁହୃଦ୍; ମିତ୍ର; ବନ୍ଧୁ — ୧. Friend.
୨. ସ୍ୱଜନ; ଆତ୍ମୀୟ —୨. Relative.
୩. ଅସଗୋତ୍ର ସୃଜନ; ବିବାହାଦିଦ୍ୱାରା ଯେଉଁମାନଙ୍କ ସଙ୍ଗେ ଆତ୍ମୀୟତା ଜାତ ହୋଇଥାଏ —୨. Relations by marriage; a cognate.

[ଦ୍ରଷ୍ଟବ୍ୟ —ଜୋଇ, ଭଣଜା, ମାମୁ, ମଉଷା, ପିଉସା ପ୍ରଭୃତିଙ୍କୁ ବାନ୍ଧବ କୁହାଯାଏ ]