Jump to content

ବାନ୍ଧବ ମର୍ଯ୍ୟାଦା

ଉଇକିଅଭିଧାନ‌ରୁ

ବାନ୍ଧବ ମର୍ଯ୍ୟାଦା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବାନ୍ଧବକୁ ପ୍ରଦର୍ଶିତ ସମ୍ମାନ — Respect due to a relative.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିବାହାଦି ସମୟରେ ବାନ୍ଧବମାନଙ୍କୁ ଦିଆଯିବା ବସ୍ତ୍ରାଦି ଉପହାର —Presents of cloth etc given to one's relatives on occasions of family- ceremonies.