Jump to content

ବାନ୍ଧି

ଉଇକିଅଭିଧାନ‌ରୁ

ବାନ୍ଧି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବି—(ପାନବରଜୀ ଭାଷା)

[ସମ୍ପାଦନା]

ପ୍ରଥମେ ପାନ ଲଗା ହେବା ପୂର୍ବରୁ ପାନ ଲତା ପୋତାଯିବା ପାଇଁ ବରଜ ମଧ୍ୟରେ ଦିଆ ଯିବା ହୁଡ଼ା —The low ridges raised inside a betel Plantation on which bitel creepers are first Planted.