Jump to content

ବାନ୍ଧି ବୁନ୍ଧି

ଉଇକିଅଭିଧାନ‌ରୁ

ବାନ୍ଧି ବୁନ୍ଧି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - କ୍ରି.ବିଶେଷଣ - (ବାନ୍ଧିବା ଓ ଧ୍ୱନ୍ୟନୁକରଣରେ ଗଠିତ ତହିଁର ସହଚର ବୁନ୍ଧିବା କ୍ରିୟା ଦ୍ୱୟର ସମାପିକା ରୂପ କ୍ରି.ବିଶେଷଣ - ରୂପେ ବ୍ୟବହୃତ)

[ସମ୍ପାଦନା]
୧. ବହି ବସ୍ତୁ ଏକତ୍ର ବନ୍ଧାବନ୍ଧି କରି — ୧. Tying up many things.

(ଯଥା—ମୁଁ ଏଠାରୁ ଲୁଗାପଟା ବାନ୍ଧିବୁନ୍ଧି ବାହଗାରିଲିଣି )

୨. ଉତ୍ତମ ରୂପେ ବନ୍ଧାବନ୍ଧି କରି — ୨. Tightly or nicely tying up.

(ଯଥା—ପୁରୋହିତ ମହାପ୍ରଭୁ ନୈବେଦ୍ୟ ସାମଗ୍ରୀଯାକ ବାନ୍ଧି ବୁନ୍ଧି ଗୋଟିଏ ଯାଉଁଳି ତିଆରି କଲେଣି )

୩. ବନ୍ଧନ କାର୍ଯ୍ୟ ସମାପ୍ତ କରି — ୩. Finishing the act of binding.

(ଯଥା—ମୁକୁଳା ବାଳତକ ବାନ୍ଧିବୁନ୍ଧି ଗୋଟିଏ ଜଟ ପାରି ଦେଲେ କେଡ଼େ ସୁନ୍ଦର ଦିଶିନ୍ତା )

[ଦ୍ରଷ୍ଟବ୍ୟ — ତୁଳନା କର:—ଖାଇଖୁଇ, ଦେଖିଦାଖି, ଚାଟିଚୁଟି, ମାରିମୁରି ଇତ୍ୟାଦି; ଦ୍ୱିତୀୟ କ୍ରିୟାର ଏହି ଆକାର ଓ ପ୍ରୟୋଗ ଛଡ଼ା ସ୍ୱତନ୍ତ୍ର ବ୍ୟବହାର ନାହିଁ ]