ବାନ୍ଧି ମାରିବା
ଦେଖଣା
ବାନ୍ଧି ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାନ୍ଧି ମାରିବା
|
ଦେଶଜ - କ୍ରି. (ପ୍ରଥମେ ବାନ୍ଧିବା ପରେ ମାରିବା)
[ସମ୍ପାଦନା]କୌଣସି ବ୍ୟକ୍ତିକୁ ବା ଜୀବକୁ ବନ୍ଧନ ପୂର୍ବକ ପ୍ରହାର କରିବା —To beat a person or beast after binding him down.
ବାନ୍ଧି ମାଇଲେ ଯେ, ଧରି ମାଇଲେ ସେ—ଢଗ
ବାନ୍ଧି ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିକୁ ବା ଜୀବକୁ ଦଉଡ଼ିରେ ବାନ୍ଧି ପ୍ରହାର କରିବା