ବାନ୍ଧି ରଖିବା
ଦେଖଣା
ବାନ୍ଧି ରଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାନ୍ଧି ରଖିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ ବା ବସ୍ତୁକୁ ଆବଦ୍ଧ କରିବା ବା ବନ୍ଦ କରି ରଖିବା — ୧. To shut up a thing or person.
- ୨. (ଲକ୍ଷଣାର୍ଥ) ଆପଣାର ସମ୍ପୂର୍ଣ୍ଣ ଅକ୍ତିଆରରେ ରଖିବା —୨. (figurative) To keep a thing or person under one's complete control.
ବାନ୍ଧି ରଖିବା
ଦେଶଜ - କ୍ରି.
[ସମ୍ପାଦନା]- ୧. ଆବଦ୍ଧ କରି ରୋଧ କରିବା
(ଯଥା—ଡଙ୍ଗାକୁ ବାନ୍ଧି ରଖିବା)
- ୨. ପେଡ଼ିରେ ବା ଫରୁଆରେ ବନ୍ଧ କରି ରଖିବା
(ଉ—ପାଣି ଦେଲି ମରୂଆରେ, ବିଦେଶୀ ବଚନ ବାନ୍ଧି ରଖିବି, ହାତୀଦାନ୍ତ ଫରୁଆରେ ଢଗ)
- ୩. ଶୀରରକୁ ଅଭିଚାରାଦିରୁ ରକ୍ଷା କରିବା
(ଯଥା—ଦେହକୁ ବାନ୍ଧି ନ ରଖିଲେ ବ୍ରହ୍ମଚର୍ଯ୍ୟ ସାଧି ହେବ ନାହିଁ)
(ଦ୍ର—ଏହିପରି ଧରି ରଖିବା, କାଢ଼ି ରଖିବା, ସଜାଡ଼ି ରଖିବା, ସଜାଇ ରଖିବା, ସାଇତି ରଖିବା, ଜଗି ରଖିବା, ଘୋଷି ରଖିବା, ଲେଖ ରଖିବା, ଲୁଚେଇ ରଖିବା, ଛପେଇ ରଖିବା ଇତ୍ୟାଦି ଶବ୍ଦ ହୁଏ)