Jump to content

ବାନ୍ଧି ହେବା

ଉଇକିଅଭିଧାନ‌ରୁ

ବାନ୍ଧି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶୃଙ୍ଖଳାବଦ୍ଧ ହେବା; ବନ୍ଧା ହେବା — ୧. To be bound up.
୨. ଛନ୍ଦଣି ମନ୍ଦଣି ହେବା — ୨. To be entangled.
୩. (ତରଳ ବସ୍ତୁ) କଠିନୀଭୁତ ହେବା —୩. To crystallise; to coagulate; to become solid.
୪. ଆପଣା କାର୍ଯ୍ୟରେ ଅବଶ ହେବା; ଅଶକ୍ତ ହେବା; ଅତିରିକ୍ତ ରୂପେ ତୃପ୍ତ ହୋଇ ବିରକ୍ତି ବୋଧ କରିବା — ୪. To become incapable of further action; to be surfeited.

(ଯଥା—ଗୁଡ଼ାଏ ମିଠାଇ ଖାଇ ମୋ ମୁହଁ ବାନ୍ଧି ହୋଇ ଗଲାଣି )

୫. ଅନ୍ୟର ବଂଶୀଭୁତ ହେବା —୫. To be under the full control of

(ଯଥା— ଯାହାର ଦାନା ଖାଇବା ତା ପାଖରେ ବାନ୍ଧି ହୋଇ ପଡ଼ି ରହିବ )