Jump to content

ବାନ୍ଧୁଣୀ

ଉଇକିଅଭିଧାନ‌ରୁ

ବାନ୍ଧୁଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ଧନୀ)

[ସମ୍ପାଦନା]
୧. ବନ୍ଧନ — ୧. Binding.

ତୋର କରୁଣା ଆଜ୍ଞା ଶୁଣି ତେବେ ସେ ଫେଡ଼ିବୁ ବାନ୍ଧେଣୀ ଭୂପତିପ୍ରେମପଞ୍ଚାମୃତ

୨. ବନ୍ଧା ହେବା ଅବସ୍ଥା —୨. State of being bound.
୩. ଗ୍ରନ୍ଥି —୩. Knot.
୪. କାରାବନ୍ଧନ — ୪. Confinement; imprisonment.
୫. ବନ୍ଧନ ରଜ୍ଜୁ; ଛୋଟ ଦଉଡ଼ି —୫. Small string.
୬. ଛନ୍ଦଣୀ; ଛନ୍ଦ ଦଉଡ଼ି; ମେଣ୍ଢା ଓ ବାଛୁରୀ ଆଦିଙ୍କୁ ବାନ୍ଧିବାର ଛୋଟ ଦଉଡ଼ି —୬. Tying string.