ବାପଅଜା ଚଉଦ ପୁରୁଷ
ଆପଣାର ପିତୃପିତାମହ ପ୍ରପିତା— ମହ ଆଦି ସମସ୍ତ ପୂର୍ବପୁରୁଷ — One's ancestors beginning from one's father.