ବାପଜନମ କଥା କହିବା
ଦେଖଣା
ବାପଜନମ କଥା କହିବା
ଉଚ୍ଚାରଣ
[ସମ୍ପାଦନା](ବାପର ବିଭା କଥା କହିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବାପଜନମ କଥା କହିବା
|
ଦେଶଜ - କ୍ରି. (ବ୍ୟଙ୍ଗ) (ଅସମ୍ଭବ କଥା କହିବା ବ୍ୟକ୍ତି ପ୍ରତି ପ୍ରଯୋଜ୍ୟ)
[ସମ୍ପାଦନା]ଅସମ୍ଭବ କଥା କହିବା — To speak a thing which is impossible.