Jump to content

ବାପଧନ

ଉଇକିଅଭିଧାନ‌ରୁ

ବାପଧନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପିତୃଧନ; ପୈତୃକ ସମ୍ପତ୍ତି; ଯାହା ସ୍ୱୋପାର୍ଜିତ ଧନ ନୁହେଁ —Father's acquisition; ancestral property; not one's acquired property.

(ବାତ୍ସଲ୍ୟ ସମ୍ୱୋଧନ) ହେ ବତ୍ସ —An address of fondness to one's youngers.