ବାପର ପୁଅ
ଦେଖଣା
ବାପର ପୁଅ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାପର ପୁଅ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପିତାର ସୁସନ୍ତାନ —୧. A good son of a father.
- ୨. ଯୋଗ୍ୟ ପିତାର ଯୋଗ୍ୟ ସନ୍ତାନ —୨. A fit son of a fit father.
- ୩. ଯେ ଜାରକ ସନ୍ତାନ ନୁହେଁ; ପିତାର ଔରସ ସନ୍ତାନ —୨. The begotten son of a father (not a bastard).
(ଯଥା—ତୁ ଯେବେ ବାପର ପୁଅ ହୋଇଥିବୁ ତେବେ ବଂଶ ମର୍ଯ୍ୟଦା ଟେକି ରଖିବୁ